Jump to content

ଦୁର୍ଦ୍ଧର୍ଷ

ଉଇକିଅଭିଧାନ‌ରୁ

ଦୁର୍ଦ୍ଧର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ଧୃଷ୍ ଧାତୁ=ପରାଜୟ କରିବା+କର୍ମ. ଅ)

[ସମ୍ପାଦନା]
୧. ଅପରାଜେୟ —୧. Difficult to over come; invincible; undaunted.
୨. ପ୍ରବଳପରାକ୍ରାନ୍ତ — ୨. Indomitable; mighty.
୩. ଅସହନୀୟ; ଯାହାର ତେଜୋବୀର୍ଯ୍ୟାଦି ଅସହ୍ୟ — ୩. Unbearable.
୪. ଅସୀମ ସାହସିତ —୪. Daring; foolhardy.