Jump to content

ଦୁର୍ଦ୍ଧୀ

ଉଇକିଅଭିଧାନ‌ରୁ

ଦୁର୍ଦ୍ଧୀ

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ଧୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ଦୁର୍+ଧୀ=ବୁଦ୍ଧି)

[ସମ୍ପାଦନା]

ଦୁବୁଦ୍ଧି; ମନ୍ଦ ବୁଦ୍ଧି — Evilmindedness; bad disposition.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ମନ୍ଦବୁଦ୍ଧି ଯୁକ୍ତ — Of bed disposition.