Jump to content

ଦୁର୍ନୀତ

ଉଇକିଅଭିଧାନ‌ରୁ

ଦୁର୍ନୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ନୀ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଯାହାର ରୀତି ନୀତି ନନ୍ଦ; ଉଚ୍ଛୃଙ୍ଖଳ —୧. Immoral.
୨. ଅସତ୍ —୨. Evil.
୩. ଅଶିଷ୍ଟ —୩. Vulgar.
୪. (+କର୍ତ୍ତୃ. ତ) ଦୁର୍ନୀତିଯୁକ୍ତ — ୪. Of bad morals.
୫. ସଂସ୍କୃତ - ବିଶେଷ୍ୟ - (+ଭାତ. ତ) ଦୁଷ୍ଟ ନୀତି — ୫. Bed morality.