Jump to content

ଦୁର୍ବଳ ଦଶା

ଉଇକିଅଭିଧାନ‌ରୁ

ଦୁର୍ବଳ ଦଶା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନ୍ଦ ଦଶା; ଦୁର୍ଦ୍ଦଶା — Ill-luck; misfortune.

ଶତ୍ରୁମାନଙ୍କର ଦୁର୍ବଳ ଦଶା ବୁଝି ବାହାରିବେ ସୈନ୍ୟ ସଙ୍ଗତେ ଘେନି ଯୁଝି କୃଷ୍ଣସିଂହ. ମହାଭାରତ, ଉଦ୍ଯୋଗ