ଦୁର୍ବାର
ଦେଖଣା
ଦୁର୍ବାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦୁର୍+ବୃ ଧାତୁ ଣିଚ୍ ବାରି ଧାତୁ=ବାରଣ କରିବା+କର୍ମ. ଅ)
[ସମ୍ପାଦନା]ଯାହାକୁ ସହଜରେ ବାରଣ କରାଯାଇ ନ ପାରେ; ଅନିବାର୍ଯ୍ୟ; ଦୁର୍ନିବାର — Irremediable; unpreventible; irresistible; unavoidable; hard to restrain of check.
ଦୁର୍ବାର ତୋ ନେତ୍ରଞ୍ଜଳ ଶର ଦେବାରୁ ଦୁଃଖ ଦୁସହଚର କିବିସୂର୍ଯ୍ୟ. କିଶୋରୀଚମ୍ପୁ. ଦ. ଗୀତ