ଦୁର୍ବାସା
ଦେଖଣା
ଦୁର୍ବାସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍+ବାସସ୍; ୧ମା.୧ବ)
[ସମ୍ପାଦନା]କୁତ୍ସିତ ବସ୍ତ୍ରଧାରୀ —Wearing dirty clothes; ill-clad; wearing rags or ugly clothes.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅନସୂୟାଙ୍କ ଗର୍ଭରେ ଶଙ୍କରଙ୍କ ଅଂଶଜାତ ଅତ୍ରିମୁନିଙ୍କ ପୁତ୍ର ମହାକ୍ରୋଧୀ ଋଷିବିଶେଷ —Name of an irascibe sage; son of Atri.
[ଦ୍ରଷ୍ଟବ୍ୟ —ସ୍ୱଭାବତଃ କ୍ରୋଧୀ ବ୍ୟକ୍ତିଙ୍କୁ ଦୁର୍ବାସାଙ୍କ ସଙ୍ଗେ ତୁଳନା କରାଯାଏ]