Jump to content

ଦୁର୍ବିପାକ

ଉଇକିଅଭିଧାନ‌ରୁ

ଦୁର୍ବିପାକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ବିପାକ)

[ସମ୍ପାଦନା]
୧. ଦୁର୍ଘଟନା — ୧. Mishap.
୨. ମନ୍ଦଫଳ —୨. Bad result; evil issue.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପରିଣାମଦାରୁଣ — Horrible in the end.