ଦୁର୍ବୁର୍ଦ୍ଧି
ଦେଖଣା
ଦୁର୍ବୁର୍ଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ବୁଦ୍ଧି)
[ସମ୍ପାଦନା]- ୧. ମନ୍ଦବୁଦ୍ଧି — ୧. Evil intention; evil-mindedness.
- ୨. ଦୁଷ୍ଟତା —୨. Wickedness; wantonness.
- ୩. ମନ୍ଦ ବିଷୟରେ ଏକଜିଦି — ୩. Obstinacy in evil matters.
- ୪. ନିର୍ବୋଧତା; ମୁର୍ଖତା —୪. Stupidity; folly.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ମନ୍ଦକର୍ମରେ ଏକଜିଦିଆ — ୧. Obstinate in evil affairs.
- ୨. ଖଳ; ଦୁଷ୍ଟ —୨. Wicked; wanton.
- ୩. ମୁର୍ଖ; ନିର୍ବୋଧ —୩. Stupid; silly.
- ୪. ଅସଦ୍ୱୁଦ୍ଧି ବିଶିଷ୍ଟ —୪. Evil-intentioned.