ଦୁର୍ବ୍ରତ
ଦେଖଣା
ଦୁର୍ବ୍ରତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୂର୍+ବ୍ରତ)
[ସମ୍ପାଦନା]- ୧. ମନ୍ଦ ମନୋରଥ —୧. Evil wish.
- ୨. ନୀଚ ମନୋରଥ —୨. Bad intention
- ୩. ମନ୍ଦ ବ୍ରତ —୩. A bad religious vow.
(ଦୁର୍ବ୍ରତା—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ.
[ସମ୍ପାଦନା]- ୧. ଯେ ମନ୍ଦ ବ୍ରତ ପାଳନ କରିଅଛି — ୧. One who has taken a religious vow to secure an evil object.
- ୨. ନୀରାଶୟ —୨. Evil-intentioned.