ଦୁର୍ବ୍ୟବହାର
ଦେଖଣା
ଦୁର୍ବ୍ୟବହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ବ୍ୟବହାର)
[ସମ୍ପାଦନା]- ୧. ମନ୍ଦ ବ୍ୟବହାର —୧. Bed ment.
- ୨. ଦୃଷ୍ଟ ଆଚରଣ —୨. Evil conduct.
- ୩. (ହୁନ୍ଦୁସ୍ମୃତି) ଯେଉଁ ମକଦମାର ମୀମୀଂସା ଉତ୍କୋଚଦାନ, ଆଦଉକି ଆଦି କାରଣରୁ ଅନ୍ୟାୟ ହୋଇଅଛି (ହି ଶବ୍ଦସାଗର) —୩. (Hindu Law) A case or suit, the decision of which is not just on account of the use of unfair means etc.