ଦୁର୍ବ୍ୱଳ
ଦେଖଣା
ଦୁର୍ବ୍ୱଳ
ଉଚ୍ଚାରଣ
[ସମ୍ପାଦନା][ଦୁର୍ବ(ର୍ବ୍ୱ)ଳା—ସ୍ତ୍ରୀ]
(ଦୁର୍ବଳତା, ଦୌର୍ବଲା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଚୁର୍+ବଳ)
[ସମ୍ପାଦନା]- ୧. ହୀନବଳ; ବଳଶୂନ୍ୟ; ନିର୍ବଳ; ଶକ୍ତିହୀନ —୧. Power less.
- ୨. ଅସମର୍ଥ; ଆଶକ୍ତ — ୨. Weak; impotent.
- ୩. କ୍ଷୀଣ; କୃଶ; ଦୋବାଲା — ୩. Emaciated; feeble; lean; enfeebled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୁର୍ବଳତା —Weakness.
ତୋ ଦୁର୍ବଳ ଦେଖି କାହୁଁ ପଶିବଇଁ ମୁହିଁ— ଆଭିମନ୍ୟୁ ବିଗ୍ଧଚିନ୍ତାମଣି
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପ୍ରବଳ; ଉଗ୍ର; ପ୍ରଚଣ୍ଡ —୧. Terrible.
- ୨. ଅତ୍ୟଧିକ —୨. Excessive.
- ୩. ଯାହାକୁ ବନ୍ଦ ବା ଅବରୋଧ କରିବାକୁ ମନୁଷ୍ୟର ବଳ ପାଏ ନାହିଁ —୩. Which can not be stopped.
(ଯଥା—ଏ ବର୍ଷ ଦୁର୍ବଳ ବଢ଼ିରେ ଘର ଦ୍ୱାର ଭାସି ଗଲା)
- ୪. ନିକୃଷ୍ଟ —୪. Inferior.
କଛ କଲେ ସ୍ଫୁଟିକ ହୋଇବ ଦୁର୍ବଳ—କୃଷ୍ଣସିଂହ ମହାଭାରତ ବନ