ଦୁର୍ବ୍ୱାର
ଦେଖଣା
ଦୁର୍ବ୍ୱାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦୁର୍+ବୃ ଧାତୁ ଣିଚ୍ ବାରି ଧାତୁ=ବାରଣ କରିବା +କର୍ମ. ଅ)
[ସମ୍ପାଦନା]ଯାହାକୁ ସହଜରେ ବାରଣ କରାଯାଇ ନ ପାରେ; ଅନିବାର୍ଯ୍ୟ; ଦୁର୍ନିବାର — Irremediable; unpreventible; irresistible; unavoidable; hard to restrain of check.
ଦୁର୍ବାର ତୋ ନେତ୍ରଞ୍ଜଳ ଶର ଦେବାରୁ ଦୁଃଖ ଦୁସହଚର କିବସୂର୍ଯ୍ୟ. କିଶୋରୀଚମ୍ପୁ. ଦ. ଗୀତ