Jump to content

ଦୁର୍ବ୍ୱିଧ

ଉଇକିଅଭିଧାନ‌ରୁ

ଦୁର୍ବ୍ୱିଧ

ଉଚ୍ଚାରଣ

[ସମ୍ପାଦନା]
[ଦୁର୍ବି(ର୍ବ୍ୱି)ଧା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ଫୁ (ବହୁବ୍ରୀହି; ଦୁର=ମନ୍ଦ+ବିଧ=ଆଚରଣ; ପ୍ରାକାର)

[ସମ୍ପାଦନା]
୧. ଅସଦାଚରଣ; ଦୃଷ୍ଟ — ୧. Wicked.
୨. ଅସତ୍ —୨. Immoral.
୩. ଦରିଦ୍ର —୩. Poor.
୪. ମୁର୍ଖ —୪. Illiterate.