ଦୁର୍ବ୍ୱୃତ୍ତ
ଦେଖଣା
ଦୁର୍ବ୍ୱୃତ୍ତ
ଉଚ୍ଚାରଣ
[ସମ୍ପାଦନା](ଦୁର୍ବୃତ୍ତା—ସ୍ତ୍ରୀ)
(ଦୁର୍ବୃତ୍ତତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍+ବୃତ୍ତ=ଚରିତ୍ର)
[ସମ୍ପାଦନା]- ୧. ଦୁଶ୍ଚରିତ୍ର —୧. Immoral.
- ୨. ଦୁର୍ଜନ; ଦୁରନ୍ତ — ୨. Wicked; roguish.
- ୩. ଦୁର୍ଦ୍ଦାନ୍ତ —୩. Ungovernable; unruly; unmanageable.
- ୪. ଧୂର୍ତ୍ତି —୪. Deceptive; fraudulent.
- ୫. ଅବାଧ୍ୟ —୫. Disobedient.
- ୬. ଉଦ୍ଧୃତ —୬. Furious; riotous.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଠକ —୧. A cheat.
- ୨. ଦୁରନ୍ତଲୋକ; ପାଜୀ —୨. A rogue.