Jump to content

ଦୁର୍ଭଗ

ଉଇକିଅଭିଧାନ‌ରୁ

ଦୁର୍ଭଗ

ଉଚ୍ଚାରଣ

[ସମ୍ପାଦନା]

(ସୁର୍ଭଗ—ବିପରୀତ)

(ଦୁର୍ଭଗତା—ବି)

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ଦୁଚ୍+ଭାଗ=ଭାଗ୍ୟ)

[ସମ୍ପାଦନା]
୧. ମନ୍ଦଭାଗ୍ୟ; ଭାଗ୍ୟହୀନ — ୧. Unfortunate; unlucky; ill-fated.
୨. ଅପ୍ରିୟ —୨. Disagreeable.