ଦୁର୍ଭଗା
ଦେଖଣା
ଦୁର୍ଭଗା
ଉଚ୍ଚାରଣ
[ସମ୍ପାଦନା](ସୁର୍ଭଗା—ବିପରୀତ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଦୁର୍ଭଗା+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପତିସ୍ନେହହୀନା (ଭାର୍ଯ୍ୟା) —୧. Destitute of one's husband's attachment; (a wife) not liked by her husband; neglected (wife).
- ୨. ହତଭାଗିନୀ; ଭାଗ୍ୟହୀନା — ୨. Unlucky (female); ill-fated.
- ୩. ବିଧବା ହୋଇଥିବା —୩. Widowed.