Jump to content

ଦୁର୍ଭର

ଉଇକିଅଭିଧାନ‌ରୁ

ଦୁର୍ଭର

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ଭରତା—ବି)

ସଂସ୍କୃତ - ବିଶେଷଣ - (ଦୁର୍+ଭୃ ଧାତୁ=ବହନ କରିବା+କର୍ମ. ଅ)

[ସମ୍ପାଦନା]
୧. ଦୁଃସହ —୧. Insufferable; unbearable.
୨. ଭାରି; ଗରୁଆ — ୨. Very heavy; weighty.