Jump to content

ଦୁର୍ଭାବନା

ଉଇକିଅଭିଧାନ‌ରୁ

ଦୁର୍ଭାବନା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ଦୁର୍+ଭାବନା; କର୍ମଧା)

[ସମ୍ପାଦନା]

ମନ୍ଦ ଭାବନା; ଦୁଶ୍ଚିନ୍ତା; ଉଦ୍ଗେଗ —Anxiety; evil or bad thought.