Jump to content

ଦୁର୍ଭେଦ୍ୟ

ଉଇକିଅଭିଧାନ‌ରୁ

ଦୁର୍ଭେଦ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଦୁଭେଦ୍ୟତା—ବି)

ସଂସ୍କୃତ - ବିଶେଷଣ - (ଦୁର୍+ଭିଦ୍ ଧାତୁ+ କର୍ମ. ଯ)

[ସମ୍ପାଦନା]
୧. ଅଭେଦ୍ୟ — ୧. Impenatrable.
୨. ଯାହା ଅତି କଷ୍ଟରେ ଭେଦ କରାଯାଇ ପାରେ — ୨. Penetrable with difficulty.
୩. ଅତି କଠିନ —୩. Very hard or tough.
୪. ଦୁର୍ଗମ —୪. Impassable.
୫. ଅଜ୍ଞେୟ —୫. Incomprehensible.