Jump to content

ଦୁର୍ମତି

ଉଇକିଅଭିଧାନ‌ରୁ

ଦୁର୍ମତି

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ମ୍ମତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୁର୍+ ମତି; କର୍ମଧା)

[ସମ୍ପାଦନା]
୧. ଦୁର୍ବୁଦ୍ଧି; ମନ୍ଦ କାର୍ଯ୍ୟରେ ମତି — ୧. Evil propensity or disposition.
୨. ମନ୍ଦ ପ୍ରକୃତି —୨. Evil nature.


୩. (ଜ୍ୟୋତିଷ) ୬ ମାନୁଷ ବତ୍ସର ସମ୍ୱଳିତ ବାର୍ହସ୍ପତ୍ୟ ସମ୍ୱତ୍ସରର ପଞ୍ଚାପଞ୍ଚାଶତ୍ତମ ବର୍ଷ — ୩. Name of the ୫୫th year of the cycle of Bṛuhaspati which covers ୬୦ years of the earth.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦୁର୍ବଦ୍ଧି —୧. Evil-minded.
୨. ଦୁଷ୍ଟବୁଦ୍ଧି —୨. Malignant; wicked.
୩. କୁମତିଶାଳୀ; ମନ୍ଦପ୍ରକୃତିବିଶିଷ୍ଟ — ୩. Ill-natured; ill-disposed.
୪. ମନ୍ଦ କାର୍ଯ୍ୟରେ ଏକ ଜିଦିଆ — ୪. Obstinate in evil.