ଦୁର୍ମଦ
ଦେଖଣା
ଦୁର୍ମଦ
ଉଚ୍ଚାରଣ
[ସମ୍ପାଦନା](ଦୁର୍ମ୍ମଦ—ଅନ୍ୟରୂପ)
(ଦୁର୍ମଦା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ଦୁର+ମଦ୍ ଧାତୁ=ମତ୍ତ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବୃନ୍ନତ୍ତ —୧. Maddened, intoxicated.
- ୨. ଦୁର୍ଦ୍ଧର୍ଷ —୨. Ungovernable; unruly.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — ୧. Name of a son of Dhṛutarāshṭra.
- ୨. ରାଧିକାଙ୍କ ଦେବର —୨. Name of the younger brother of Rādhikā's husband.