ଦୁର୍ମନାଃ
ଦେଖଣା
ଦୁର୍ମନାଃ
ଉଚ୍ଚାରଣ
[ସମ୍ପାଦନା](ଦୁର୍ମ୍ମନା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଦୁର୍+ମନସ; ଦୁର୍ମନ୍ସ୍; ୧ମା.୧ବ.)
[ସମ୍ପାଦନା]- ୧. ଦୁର୍ଭାବନାଗ୍ରସ୍ତ; ଦୁଶ୍ଚିନ୍ତାଯୁକ୍ତ — ୧. Dispirited, having sad thoughts; distressed; dejected.
- ୨. ଚିନ୍ତିତ —୨. Troubled in mind.
- ୩. ଦୁଃଖିତ —୩. Saddened.
- ୪. ଉଦ୍ଦିଗ୍ନ —୪. Anxious; in a state of mental troble; perturbed.