ଦୁର୍ମନ୍ତ୍ରଣା
(ଦୁର୍ମ୍ମନ୍ତ୍ରଣା—ଅନ୍ୟରୂପ)
କୁମନ୍ତ୍ରଣା; କୁପରା— ମର୍ଶ —Evil counsel; evil advice
ତୁମ୍ଭର ଦୁର୍ମନ୍ତ୍ରଣାବଳେ ହେ ନରେଶ ଏରୂପେ ହେଲା ଆସି ଯୁଦ୍ଧକାଳ ଶେଷ— କୃଷ୍ଣସିଂହ, ମହାଭାରତ. ବର୍ଣ୍ଣ