Jump to content

ଦୁର୍ମନ୍ତ୍ରୀ

ଉଇକିଅଭିଧାନ‌ରୁ

ଦୁର୍ମନ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ମ୍ମନ୍ତ୍ରୀ—ଅନ୍ୟରୂପ)

(ସୁମନ୍ତ୍ରୀ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ଦୁର୍+ମନ୍ତ୍ରୀନ୍, ୧ମା. ୧ବ.)

[ସମ୍ପାଦନା]

କୁପରାମର୍ଶଦାତା — EVil cousellor.

ବିଶେଷଣ -

[ସମ୍ପାଦନା]

ଯେଉଁ ରାଜାଙ୍କର କୁ—ମନ୍ତ୍ରୀ ଅଛନ୍ତି — (a king) Having evil counsellors.