Jump to content

ଦୁର୍ମିତ୍ର

ଉଇକିଅଭିଧାନ‌ରୁ

ଦୁର୍ମିତ୍ର

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ମ୍ମିତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୁର୍+ ମିତ୍ର; କର୍ମଧା)

[ସମ୍ପାଦନା]
୧. ଦୁଷ୍ଟ ମିତ୍ର —୧. Bad or evil friend.
୨. ଦୁଷ୍ଟ ସଙ୍ଗୀ — ୨. Bed companion.

ବିଶେଷଣ - (ଦୁର୍+ମିତ୍ର; ବହୁବ୍ରୀହି)

[ସମ୍ପାଦନା]

ଯାହାର ଦୁଷ୍ଟ ମିତ୍ର ଅଛିନ୍ତ — Having bad or wicked companions.