Jump to content

ଦୁର୍ମିଳ

ଉଇକିଅଭିଧାନ‌ରୁ

ଦୁର୍ମିଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ପ୍ରାଚୀନ) (ସଂସ୍କୃତ - ଦୁର୍ମଲ୍ୟ)

[ସମ୍ପାଦନା]

ଦୁର୍ଲ୍ଲଭ —Rare.

କୁତ୍ସିତ ଦ୍ରବ୍ୟ ଗନ୍ଧ ବେଣା ମୃତ କର୍ମକୁ ସେହି ହୋଇଛି ଦୁର୍ମଳ ଦୀନକୃଷ୍ଣ. ରସକଲ୍ଲୋଳ