ଦୁର୍ମ୍ମୁଖ
ଦେଖଣା
ଦୁର୍ମ୍ମୁଖ
ଉଚ୍ଚାରଣ
[ସମ୍ପାଦନା](ଦୁର୍ମୁଖ—ଅନ୍ୟରୂପ)
(ଦୁର୍ମୁଖତା—ବି)
ସଂସ୍କୃତ - ବିଶେଷଣ - (ଦୁର୍+ମୁଖ=ମୁହଁ ବା ବଚନ; ବହୁବ୍ରୀହି)
[ସମ୍ପାଦନା]- ୧. କଟୁଭାଷା —୧. Scurrilous; foul-mouthed; abusive.
- ୨. କର୍କଶଭାଷୀ — ୨. Having harsh utterance.
- ୩. ଯାହାର ମୁଖ ଦେଖିବାକୁ କୁତ୍ସିତ — ୩. Ugly-faced; hideous.
ବିଶେଷ୍ୟ -
[ସମ୍ପାଦନା]- ୧. ବାନରବିଶେଷ —୧. A kind of monkey.
- ୨. ଅଶିକ୍ଷିତ ଅଶ୍ୱ —୨. An untrained horse.
- ୩. ଅସୁରବିଶେଷ —୩. Name of a demon.
- ୪. ନାଗବିଶେଷ —୪. A species of serpants.
- ୫. ରାମଚନ୍ଦ୍ରଙ୍କର ଗୁପ୍ତଚର — ୫. Name of a spy of Rāmchandra.