ଦୁର୍ମ୍ମୂଲ୍ୟ
ଦେଖଣା
ଦୁର୍ମ୍ମୂଲ୍ୟ
ଉଚ୍ଚାରଣ
[ସମ୍ପାଦନା](ଦୁର୍ମ୍ମୂଲ୍ୟ—ଅନ୍ୟରୂପ)
(ଦୁର୍ମ୍ମୂଲ୍ୟତା—ବି)
ସଂସ୍କୃତ - ବିଶେଷ୍ୟ - (ଦୁର+ମୂଲ୍ୟ; କର୍ମଧା)
[ସମ୍ପାଦନା]ଅଧିକ ମୂଲ୍ୟ; ଚଢ଼ା ଦାମ୍ — Exorbitant price; excessive or high price; high rate.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ମହାର୍ଘ; ଅର୍କ୍ରେୟ; ମହର୍ଗ — Dear; high-priced; of an exorbitent price.