Jump to content

ଦୁର୍ମ୍ମେଧା

ଉଇକିଅଭିଧାନ‌ରୁ

ଦୁର୍ମ୍ମେଧା

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ସୁମେଧାଃ)

(ଦୁର୍ମେଧାଃ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଦୁର୍ର୍+ମେଧସ୍; ୧ମା. ୧ବ. ବହୁବ୍ରୀହି)

[ସମ୍ପାଦନା]
୧. ବୁଦ୍ଧିହୀନ; ମେଧାହୀନ — ୧. Stupid; unitelligent.
୨. ମାନ୍ଦା ବୁଦ୍ଧିଆ —୨. Dull-headed.
୩. ନିର୍ବୋଧ —୩. foolish.