Jump to content

ଦୁର୍ଯୋଗ

ଉଇକିଅଭିଧାନ‌ରୁ

ଦୁର୍ଯୋଗ

ଉଚ୍ଚାରଣ

[ସମ୍ପାଦନା]

(ସୁଯୋଗ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ଦୁର୍+ ଯୋଗ; କର୍ମଧା)

[ସମ୍ପାଦନା]
୧. ଦୁର୍ଭାଗ୍ୟ —୧. Misfortune.
୨. ଦୁଃଖର ଯୋଗ; ଦୁଃଖଜନକ ଘଟିନା— ବଳିର ସମାବେଶ —୨. Unfavourable conjunction of circumstances.


୩. ଅମଙ୍ଗଳସୂଚକ ଘଟନା — ୩. Ominous circumstance.
୪. ଦୁଃଖର ସମୟ —୪. Bad time; caisis.
୫. ଦୁର୍ଦିନ —୫. Cloudy day; stermy westher; foul weather.