ଦୁର୍ଯ୍ୟୋଧନ
ଦେଖଣା
ଦୁର୍ଯ୍ୟୋଧନ
ଉଚ୍ଚାରଣ
[ସମ୍ପାଦନା](ଦୁର୍ଯ୍ୟୋଧନ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଦୁର୍+ଯୁଧ୍ ଧାତୁ+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଯେ ଯୁଦ୍ଧରେ ପଳାୟନ କରେ — ୧. One who flies away from fight.
- ୨. +କର୍ମ ଅନ ଯାହାକୁ ସହଜରେ ଜୟ କରା ଯାଇ ନ ପାରେ —୨. Difficult to fight with; invincible.
ବିଶେଷ୍ୟ -
[ସମ୍ପାଦନା]ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠ ପୁତ୍ର — The eldest son of Dhṛutarāshṛra.
[ଦ୍ରଷ୍ଟବ୍ୟ —ମହାଭାରତ ତଳେ ନୋଟ ଦେଖ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.