ଦୁର୍ଲଂଘ
ଦେଖଣା
ଦୁର୍ଲଂଘ
ଉଚ୍ଚାରଣ
[ସମ୍ପାଦନା]ଦୁର୍ଲଂଘନୀୟ, ଦୁର୍ଲଂଘ୍ୟଅନ୍ୟରୁପ
ସଂସ୍କୃତ - ବିଶେଷଣ - (ଦୂର+ଲଂଘ୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଯାହାକୁ ସହଜରେ ଲଂଘନ କରାଯାଇ ନ ପାରେ —୧. Difficult to be crossed over.
- ୨. ଅଲଂଘ୍ୟ —୨. Inviolable.
- ୩. ଯେଉଁ ଆଦେଶ ବା ନିୟମକୁ ସହଜରେ ଲଂଘନ କରା— ଯାଇ ନ ପାରେ —୩. (an order or rule) Which cannot be transgressed.