Jump to content

ଦୁର୍ଲକ୍ଷ୍ୟ

ଉଇକିଅଭିଧାନ‌ରୁ

ଦୁର୍ଲକ୍ଷ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୂର୍+ଲକ୍ଷ୍ ଧାତୁ=ଦେଖିବା, ଚିହ୍ନ କରିବା +କର୍ମ. ଯ; ବହୁବ୍ରୀହି)

[ସମ୍ପାଦନା]

ଯାହା ଅତି କଷ୍ଟରେ ଦେଖାଯାଏ —Scarcely visible; extremely difficult to be seen

ବିଶେଷ୍ୟ -

[ସମ୍ପାଦନା]

(କର୍ମଧା) ଅନିଶ୍ଚିତ ଲକ୍ଷ୍ୟ —Uncertain aim.