ଦୁର୍ଲଭ
ଦେଖଣା
ଦୁର୍ଲଭ
ଉଚ୍ଚାରଣ
[ସମ୍ପାଦନା](ବିପରୀତ—ସୁଲଭ)
(ଦୁର୍ଲଭା—ସ୍ତ୍ରୀ)
(ଦୁର୍ଲ୍ଲଭ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଦୂର୍+ଲଭ୍ ଧାତୁ=ଲାଭ କରିବା+କର୍ମ. ଅ)
[ସମ୍ପାଦନା]- ୧. ଦୁଷ୍ପ୍ରାପ୍ୟ —୧. Not easily available; difficult to attain.
- ୨. ବହୁମୂଲ୍ୟ —୨. Valuable.
- ୩. ବିରଳ —୩. Rare.
- ୪. ଅସାଧାରଣ —୪. Extraordinary; uncommon.
ବଲ୍ଲବୀବଲ୍ଲଭ ହେ ଦୁର୍ଲ୍ଲଭ ଆଖ୍ୟାନ କୃଷ୍ଣସିଂହ. ମହାଭାରତ. ଆଦି
- ୫. ଦୁର୍ମୂଲ୍ୟ —୫. Of high price; dear.
ଦେଶଜ - ବିଶେଷଣ -
[ସମ୍ପାଦନା]ଶ୍ରେଷ୍ଠ —Best; excellent.
କର୍ଣ୍ଣତ ମହାରଥି ମାନଙ୍କେ ଦୁର୍ଲ୍ଲଭ ଗରଜିଲେ ତା ଶୁଣି ଯେସନେ ବୃଷଭ କୃଷ୍ଣସିଂହ. ମହାଭାରତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସାଧାରଣ ବିଷୟ —An uncommon matter.
ଶ୍ରୀହରି ବୋଇଲେ ପଚାରିଲେ ଦୁର୍ଲଭ ପ୍ରାଚୀ. ରହସ୍ୟମଞ୍ଜରୀ