Jump to content

ଦୁର୍ଲ୍ଲଳ

ଉଇକିଅଭିଧାନ‌ରୁ

ଦୁର୍ଲ୍ଲଳ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ଲ୍ଲଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୁର୍+ଲଳ୍ ଧାତୁ=ପ୍ରଶୟ ଦେବା+କର୍ମ. ଅ)

[ସମ୍ପାଦନା]

ଅତ୍ୟନ୍ତ ପ୍ରଶ୍ରୟପ୍ରାପ୍ତି; ଗେହ୍ଲା; ଦୁଲଣା — Too much fondled; dandled (child).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦୁଶ୍ଚେଷ୍ଟିତ —Evil endeavour.