ଦୁର୍ଲ୍ଲେଖ୍ୟ
ଦେଖଣା
ଦୁର୍ଲ୍ଲେଖ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା. ଦୁର୍+ଲେଖ୍ୟ=ଦଲୀଲ)
[ସମ୍ପାଦନା]- ୧. ଗର୍ହିତ ଲେଖା —୧. Evil writing.
- ୨. ମନ୍ଦ ହସ୍ତାକ୍ଷର —୨. Bad handwriting.
- ୩. ଜାଲ୍ ଦଲୀଲ —୩. Forged document.
- ୪. ଦୁର୍ବୋଧ୍ୟ —୪. Illegible writing.
(ଦୁର୍ଲେଖ, ଦୁର୍ଲ୍ଲେଖ, ଦୁର୍ଲେଖ୍ୟ—ଅନ୍ୟରୂପ)
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଦୁରକ୍ଷର; ଯାହା ସ୍ପଷ୍ଟ ପଢ଼ି ହୁଏ ନାହିଁ — Illegible.