Jump to content

ଦୁର୍ହୃଦ୍

ଉଇକିଅଭିଧାନ‌ରୁ

ଦୁର୍ହୃଦ୍

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ସୂହୃଦ୍)

ସଂସ୍କୃତ - ବିଶେଷ୍ୟ - (ଦୁର୍=ମନ୍ଦ=ହୃଦ୍=ହୃଦୟ, ଯାହାର; ବହୁବ୍ରୀହି)

[ସମ୍ପାଦନା]

ଶତ୍ରୁ —Enemy.

ଡକାଇ ଦ୍ୱିଜ ସ୍ୱସ୍ତିବାଚକ କରାଅ ଦୁର୍ହୃଦଙ୍କୁ ପୀଡ଼ା ଦେବାପାଇଁ ଯାଅ କୃଷ୍ଣସିଂହ. ମହାଭାରତ ସଭା


ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଦୁର୍ହୃଦୟ (ଦେଖ) - —Durhṛudaya (See)