Jump to content

ଦୁର୍ହୃଦୟ

ଉଇକିଅଭିଧାନ‌ରୁ

ଦୁର୍ହୃଦୟ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ହୃଦୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଦୁଷ୍ଟ ଚିତ୍ତ; ଦୁଷ୍ଟାନ୍ତଃକରଣ — ୧. Wicked.
୨. ଶତ୍ରୁଭାବାପନ୍ନ —୨. Inimical.