Jump to content

ଦୁଲଣା

ଉଇକିଅଭିଧାନ‌ରୁ

ଦୁଲଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଦୁଲଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଦୁର୍ଲଳିତ)

[ସମ୍ପାଦନା]

ଗେହ୍ଲା — Dandled; to much fondled or caressed; spoiled with fondling.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ଦୁର୍ଲଳ)

[ସମ୍ପାଦନା]
୧. ପୁତ୍ର ବା କନ୍ୟା — ୧. Son or daughter.

ତରଙ୍ଗ ଦୋଳାରେ ଦୋଳାୟିତ କିବା ସିନ୍ଧୁ ଦୁଲଣା ରାଧାନାଥ. ଉଷା

୨. ଗେହ୍ଲା ପୁଅ ବା ଝିଅ — ୨. A spoilt boy or girl.