ଦୁଲାଳ
ଦେଖଣା
ଦୁଲାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଦୁର୍ଲଳିତ ବା ସଂସ୍କୃତ - ଦ୍ୱି=ଦ୍ୱିତୀୟବାର ଓ ଲାଳିତ=ସ୍ନେହବର୍ଦ୍ଧିତ)
[ସମ୍ପାଦନା]- ୧. ପୁତ୍ର —୧. Son.
ସାଂଖ୍ୟ ଯୋଗର ପ୍ରବର୍ତ୍ତକ ଯେ କପିଳ, ଅଟନ୍ତି ସେ ତାଙ୍କର ଚତୁଥି ଦୁଲାଳ କୃଷ୍ଣସିଂହ. ମହାଭାରତ
- ୨. ଗେହ୍ଲା ପିଲା —୨. Spoilt child.
- ୩. ପାଳିତପୁତ୍ର —୩. Foster son.
ନନ୍ଦ ଦୁଲାଳ ବସୁଦେବ ବାଳ, ଜାୟ ଜଗଦୀଶ ହରେ ଗୀତଗୋବିନ୍ଦ. ଦୁଆ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗେହ୍ଲା — ୧. Too much fondled; petted.
- ୨. ସ୍ନେହପାଳିତ —୨. Darling.