ଦୁଲୁକିବା
ଦେଖଣା
ଦୁଲୁକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ବହୁଲୋକର ପଦାଘାତ ବା ବାଦ୍ୟ—ଦ୍ୱାରା ଦୁଲ୍ ଦୁଲ୍ କମ୍ପିବା —୧. To resound or vibrate with the sound of many drums or many steps.
- ୨. (ମେଘ) ଦୁମୁକାଣି ବର୍ଷା ବର୍ଷିବା — ୨. To rain in torrents; to rain cats and dogs.
ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି, କଣା ବୋଲେ ମେଘ ଦୁଲୁକୁଛି—ଢଗ
- ୩. (ଛାତି) ଭୟରେ ଥରିବା — ୩. (the heart) To palpitate through fear.