Jump to content

ଦୁଲ୍କାଇବା

ଉଇକିଅଭିଧାନ‌ରୁ

ଦୁଲ୍କାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦୁଲ୍କିବାର ଣିଜନ୍ତ ରୂପ — Causative from of Dul-kibā.

ଈଶରା ମା ଦେହ ଦୁଲୁକେଇ କହିଲା—କୁନ୍ତଳାକୁମାରୀ. ନଅତୁଣ୍ଡୀ