Jump to content

ଦୁଶିବା

ଉଇକିଅଭିଧାନ‌ରୁ

ଦୁଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦୃଶ୍ ଧାତୁର କର୍ମବାଚ୍ୟ)

[ସମ୍ପାଦନା]
୧. ଦେଖାଯିବା; ଦୃଷ୍ଟ ହେବା —୧. To be seen.
୨. ଦୃଷ୍ଟିଗୋଚର ହେବା —୨. To appear.