ଦୁଶ୍ଚର
ଦେଖଣା
ଦୁଶ୍ଚର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦୁର୍+ଚର୍ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଯେଉଁସ୍ଥାନରେ ଅତି କଷ୍ଟରେ ବିଚରଣ କରାଯାଏ; ଦୁର୍ଗମ — ୧. Impassable.
- ୨. କୃଚ୍ଛ୍ର ସାଧ୍ୟ; ଯାହା ଆଚରଣ କରିବା କଠିନ; ଦୁଷ୍କର — ୨. Performable with difficulty.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶାମୁକା (ପ୍ରକୃତିବାଦ) —୧. Oyster-shell.
- ୨. ଭାଲୁ (ପ୍ରକୃତିବାଦ) —୨. Bear.