Jump to content

ଦୁଶ୍ଚର୍ମା

ଉଇକିଅଭିଧାନ‌ରୁ

ଦୁଶ୍ଚର୍ମା

ଉଚ୍ଚାରଣ

[ସମ୍ପାଦନା]

(ଦୁଶ୍ଚର୍ମ୍ମା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍+ଚର୍ମନ୍; ୧ମା.୧ବ)

[ସମ୍ପାଦନା]
୧. ମନ୍ଦଚର୍ମବିଶିଷ୍ଟ —୧. Having a rough skin or hide.
୨. ଯେଉଁ ପୁରୁଷର ଲିଙ୍ଗେନ୍ଦ୍ରିୟର ମୁଁହ ଢାଙ୍କିବା ଚମଡ଼ା ଜନ୍ମକାଳରୁ ନ ଥାଏ (ହିନ୍ଦୀ - ଶବ୍ଦସାଗର) — ୨. (a male) Having no foreskin on his male organ since his birth.

[ଦ୍ରଷ୍ଟବ୍ୟ —ଧର୍ମଶାସ୍ତ୍ରର ମତ ଏହି କି ଗୁରୁତଳ୍ପଗ ବ୍ୟକ୍ତିମାନେ ଜନ୍ମାନ୍ତରରେ ଦୁଶ୍ଚର୍ମା ହୋଇ ଜନ୍ମନ୍ତି ବିନା ପ୍ରାୟଶ୍ଚିତ୍ତରେ ଏପରି ଲୋକ କୌଣସି ଧର୍ମକାର୍ଯ୍ୟ କରିବାର ଅଧିକାରୀ ନୁହନ୍ତି; ଏମନ୍ତ କି ବିନା ପ୍ରାୟଶ୍ଚିତ୍ତରେ ଏମାନଙ୍କର ଦାହକର୍ମ ବା ମୃତକକର୍ମ କରାଯାଇ ନ ପାରେ—ହିନ୍ଦୀ - ଶବ୍ଦସାଗର]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମନ୍ଦ ଚମଡ଼ା —Bad leather; bad skin.