Jump to content

ଦୁଶ୍ଚିକିତ୍ସା

ଉଇକିଅଭିଧାନ‌ରୁ

ଦୁଶ୍ଚିକିତ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଚିକିତ୍ସା)

[ସମ୍ପାଦନା]
୧. ଆୟୁର୍ବେଦବିରୁଦ୍ଧ ଚିକିତ୍ସା —୧. Treatment against the dictates and rules of the Āyurbeda.
୨. ନିନ୍ଦିତ ବା ମନ୍ଦ ଚିକିତ୍ସା — ୨. Bad or careless medical treatment.
୩. ଅନାଡ଼ି ବୈଦ୍ୟଙ୍କଦ୍ୱାରା ଚିକିତ୍ସା — ୩. Treatment by quacks; quackery.