Jump to content

ଦୁଶ୍ଚ୍ୟବନ

ଉଇକିଅଭିଧାନ‌ରୁ

ଦୁଶ୍ଚ୍ୟବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦୁର୍+ଚ୍ୟବନ)

[ସମ୍ପାଦନା]

ଇନ୍ଦ୍ର; ଦେବରାଜ — Indra.

[ଦ୍ରଷ୍ଟବ୍ୟ —ଇନ୍ଦ୍ର ଚ୍ୟବନ ମୁନିଙ୍କ ପ୍ରତି ବିଜ୍ର ଉତ୍ତୋଳନ କରିବାରୁ ତାଙ୍କ ଅଭିଶାପରେ ଇନ୍ଦ୍ରଙ୍କ ହସ୍ତ ସ୍ତମ୍ଭିତ ହୋଇଥିଲା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁର୍+ଚ୍ୟୁ ଧାତୁ+କର୍ତ୍ତ. ଅନ)

[ସମ୍ପାଦନା]

ଯେ ସହଜରେ ବିଚଳିତ ହୁଏ ନାହିଁ — Which can be displaced with difficulty.