Jump to content

ଦୁଷ୍କର

ଉଇକିଅଭିଧାନ‌ରୁ

ଦୁଷ୍କର

ଉଚ୍ଚାରଣ

[ସମ୍ପାଦନା]

(ସୁକର—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - (ଦୁର୍+କୃ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଅତି କଷ୍ଟସାଧ୍ୟ —୧. Performable with difficulty; hard to do.
୨. ଅସାଧ୍ୟ; ଦୁଃସାଧ୍ୟ —୨. Impracticable.
୩. ଦୁରନ୍ତ —୩. Fierce.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆକାଶ (ହିନ୍ଦୀ - ଶବ୍ଦସାଗର) —The sky.