Jump to content

ଦୁଷ୍କାଳ

ଉଇକିଅଭିଧାନ‌ରୁ

ଦୁଷ୍କାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+କାଳ)

[ସମ୍ପାଦନା]
୧. ଅକାଳ; ଦୁଃସମୟ —୧. Bad times.
୨. ଯେଉଁ କାଳରେ ଯେଉଁ କର୍ମ ବିହିତ ଅଛି ତାହାର ବ୍ୟତିକ୍ରାନ୍ତ କାଳ —୨. Unsuitable time.
୩. ଶିବ —୩. Ṡiba.