Jump to content

ଦୁଷ୍କୁଳ

ଉଇକିଅଭିଧାନ‌ରୁ

ଦୁଷ୍କୁଳ

ଉଚ୍ଚାରଣ

[ସମ୍ପାଦନା]
(ଦୁଷ୍କୁଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର+କୁଳ)

[ସମ୍ପାଦନା]

ଅକୁଳ; ନୀଚ ବଂଶ — Low family; base family.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଦୁଷ୍କୁଳୀନ (ଦେଖ) - Dushkuḻīna (See)